advertise

Advertisement

Monetize your website traffic with yX Media

 ନମସ୍କାର , STUDY ROOM ଚ୍ୟାନେଲର website କୁ ଆପଣଙ୍କୁ ସ୍ୱାଗତ |

ଯେମିତିକି  ଆପଣମାନେ ଜାଣିସାରିଥିବେ ଯେ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ 3rd PRACTICE TEST ଆରମ୍ଭ ହେଇସାରିଛି |

ଯାହାର ପ୍ରଶ୍ନପତ୍ର ଗୋଟାଏ ଦିନ ପୂର୍ବରୁ ଓଡିଶା ମାଧ୍ୟମିକ ବୋର୍ଡ଼ ତରଫରୁ ଅଫିସିଆଲ ୱେବ୍ସାଇଟ ରେ ମିଳିଯାଉଛି |


OFFICIAL WEBSITE :- bseodisha.nic.in


ଆମେ ଏହି ୱେବ୍ସାଇଟରେ ଯେତେ ଶୀଘ୍ର ସମ୍ଭବ ଉତ୍ତର ଗୁଡିକୁ upload କରିବାକୁ  ଚେଷ୍ଟାକରିବୁ |

ସେଥିପାଇଁ ଆପଣ ଆମ ୱେବ୍ସାଇଟ କୁ daily visit କରୁଥାନ୍ତୁ |

ଏହା ବ୍ୟତୀତ ଆମର ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଆପଣଙ୍କୁ ଉତ୍ତର ଗୁଡିକ ସମ୍ପୂର୍ଣ ବ୍ୟାଖ୍ୟା ସହିତ ମିଳିଯିବ |

Post a Comment

0 Comments