IMPORTANT QUESTIONS FOR 3RD PRACTICE TEST CLASS X
LIFE SCIENCE (ଜୀବ
ବିଜ୍ଞାନ)
SUBJECTIVE (PART-2)
1. ପୋଷଣ
(କ) କ୍ଷୂଦ୍ରାନ୍ତ ଓ ବୃହଦନ୍ତରେ
ଖାଦ୍ୟ ପରିପାକ କିପରି ହୋଇଥାଏ ସଂକ୍ଷେପରେ ଲେଖା ।
(ଖ) ପାଟି ଓ ମୁଖ ଗହ୍ୱରର ର ଗଠନ ଏବଂ ଏଠାରେ ଖାଦ୍ୟର କି ପରିବର୍ତନ
ହୂଏ ସଂକ୍ଷେପରେ ଲେଖ ।
(ଗ) ଆଲୋକଶ୍ଳେଷଣର ଆଲୋକ ଓ ଅନ୍ଧକାର
ପ୍ରକ୍ରିୟା କିପରି ହୁଏ ବୁଝାଅ ।
(ଘ) ପରଜୀବୀୟ ପୋଷଣ ଓ ସହଜୀବୀୟ
ପୋଷଣ କଣ ଉଦାହରଣ ଦେଇ ବୁଝାଅ ।
(ଙ)ADP ରୁ ATP ର ସୃଷ୍ଟି କିପରି ହୁଏ
ଏବଂ ଯକୃତ ଓ ଅଗ୍ନାଶୟ ର କାର୍ଯ୍ୟ କଣ ?
2. ଶ୍ୱସନ
(କ) ଫୁସଫୁସର ଅବସ୍ଥାନ,ଗଠନ ଓ
କାର୍ଯ୍ୟ ଲେଖ ।
(ଖ) ସଂବାତନର ପର୍ଯ୍ୟୟଗୁଡିକ
ସମ୍ଭନ୍ଧରେ ଲେଖ ।
(ଗ) ଶ୍ୱାସକ୍ରିୟା କଣ ? ଏହା
ଶ୍ୱାସନାଠାରୁ କିପରି ଭିନ୍ନ ଦର୍ଶାଅ ।
(ଘ) ବାୟୁ ଉପଜୀବି ଓ ଅପଜୀବି ଶ୍ୱସନ
ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
(ଙ) କୋଷରେ ଗ୍ଲାଇକୋଲିସୀସ୍ କିପରି
ସମ୍ପାଦିତ ହୋଇଥାଏ ।
3. ପରିବହନ ଓ ସଞ୍ଚାଳନ
(କ) ମନୁଷ୍ୟ ହୃତ୍ ପିଣ୍ଡର
ପ୍ରକୋଷ୍ଠ ଓ କପାଟିକା ଗୁଡିକ ବର୍ଣନା କର ।
(ଖ) ରକ୍ତବାହିନୀ କଣ ? ଶିରା ଓ ଧମନୀ ମଧ୍ୟରେ
କି ପାର୍ଥକ୍ୟ ଦେଖାଯାଏ ?
(ଗ) ଉଦ୍ଭିଦରେ ଜଳ
ପରିବହନ ପାଇଁ ମୂଳଜ ଚାପର ଭୂମିକା ଲେଖ ।
(ଘ) ରକ୍ତ ଜମାଟ
ବାନ୍ଧିବା ପ୍ରକ୍ରିୟା ବୁଝାଅ ।
(ଙ) ଉସ୍ୱେଦନ କଣ ଓ
ଏହାର ଉପଯୋଗୀତାମାନ ଲେଖ ।
4. ରେଚନ
(କ) ବିଭିନ୍ନ
ପ୍ରାଣୀ ଓ ସେମାନଙ୍କଠାରେ ରହିଥିବା ଭିନ୍ନ ଭିନ୍ନ ରେଚନ ଅଙ୍ଗ ସମ୍ପର୍କରେ ଲେଖ ।
(ଖ) ରେଚନ ବ୍ୟତୀତ
ବୃକକର ଅନ୍ୟାନ୍ୟ କାର୍ଯ୍ୟଗୁଡିକ କଣ ?
(ଗ) ରେଚନ କଣ ଓ
ଏହାଦ୍ଵାରା ଶରୀରର କି ଲାଭ ହୁଏ ?
(ଘ) ଗ୍ଳୋମେରୁଲସ କାହାକୁ
କୁହାଯାଏ ଏବଂ ଶରୀରରେ ୟୁରିଆ କିପରି ପ୍ରସ୍ତୁତ ହୁଏ ?
(ଙ) ଉଦ୍ଭିଦ ଶରୀରରେ
ରହିଥିବା ସ୍ୱତନ୍ତ୍ର ରେଚନ ଅଙ୍ଗର ଆବଶ୍ୟକତା କାହିଁକି ନଥାଏ ?
କେଉଁ ଅଂଶଗୁଡିକ ଉଦ୍ଭିଦର ରେଚନ ଅଙ୍ଗଭଲି କାର୍ଯ୍ୟ କରେ ?
5. ନିୟନ୍ତ୍ରଣ ଓ
ସମନ୍ୱୟ
(କ)
ଆଲୋକାନୁବର୍ତ୍ତନ ଓ ଜ୍ୟାନୁବର୍ତ୍ତନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
(ଖ) ପ୍ରତିକ୍ଷେପ
କ୍ରିୟା କଣ ? ଆମ ଶରୀରରେ ଘଟୁଥିବା ଏକ ସିନାପଟିକ
ପ୍ରତିକ୍ଷେପ ବର୍ଣନା କର ।
(ଗ) ଅନ୍ତଃସ୍ରାବୀ
ଗ୍ରନ୍ଥି କଣ ? ଯେକୌଣସି ତିନୋଟି
ଅନ୍ତଃସ୍ରାବୀ ଗ୍ରନ୍ଥିର ନାମ ଏବଂ ଏଥିରୁ କ୍ଷରିତ ହର୍ମୋନର ନାମ ଓ କାର୍ଯ୍ୟ ବର୍ଣନା କର ।
(ଘ) ପଶ୍ଚମସ୍ତିସ୍କର
ଅବସ୍ଥିତି ଓ କାର୍ଯ୍ୟକାରିତା ବର୍ଣନା କର ।
(ଙ) କିଏ ଶରୀରରେ ଜୈବିକ ଘଡି ଭାବରେ କାର୍ଯ୍ୟ କରେ ଓ କାହିଁକି ?
6. ଜନନ
(କ) ବିଭାଜନ ଓ କାଳିକନ
ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
(ଖ) ଆଙ୍ଗିଅ ଜନନ କଣ
? ଏହାର ବିଭିନ୍ନ
ଉପାୟ ଗୁଡିକ ସମ୍ବନ୍ଧରେ ଲେଖ ।
(ଗ) ସମ ବିଭାଜନରେ
ନ୍ୟଷ୍ଟି ବିଭାଜନର ଚାରୋଟି ଅବସ୍ଥା ବର୍ଣନା କର ।
(ଘ) ସପୁଷ୍ପକ
ଆବୃତ୍ତ ବିଜି ଉଦ୍ଭିଦରେ ସମାନୟ ପ୍ରକ୍ରିୟା ବୁଝେଅ ।
(ଙ) ଯୁଗ୍ମକ ଜନନ
କାହାକୁ କୁହାଯାଏ ? ସୁକ୍ରଶୟରେ
ଶୁକ୍ରାଣୁର ବିକାଶ କିପରି ହୋଇଥାଏ ବୁଝାଅ ?
7 .ଆମ ପରିବେଶ
(କ) ପରିସଂସ୍ଥାରେ
ଶକ୍ତିର ପ୍ରବାହ ବର୍ଣନା କର ।
(ଖ) ଖାଦ୍ୟ ଶୃଙ୍ଖଳ
କହିଲେ କଣ ବୁଝ ?
(ଗ) ଗ୍ଲୋବାଲ
ୱାର୍ମିଙ୍ଗ ର କାରଣ ଓ ପ୍ରଭାବ ଲେଖ ।
(ଘ) ପରିବେଶ
ସନ୍ତୁଳନ କାହାକୁ କୁହାଯାଏ । ଅମ୍ଳବର୍ଷା କଣ ଓ
ଏହାର ପ୍ରଭାବମାନ ଲେଖ ?
(ଙ) ପରିସଂସ୍ଥାର
ଅଙ୍ଗାରକ ଚକ୍ର ବର୍ଣନା କର ।
BEST OF LUCK
1 Comments
Thanks sir
ReplyDelete