advertise

Advertisement

Monetize your website traffic with yX Media

HISTORY (ଇତିହାସ) (Important question set for 10th class students ) pre-board/board exam-2021

 



IMPORTANT QUESTIONS FOR CLASS 10

     SUBJECTIVE (PART-2)                                           

   SSC ( SOCIAL SCIENCE)     

                  
HISTORY (
ଇତିହାସ)       

1. ଭାରତୀୟ ଜାତୀୟ ଆନ୍ଦୋଳନଗାନ୍ଧୀ ଯୁଗ

                      4 marks

() କ୍ୟାବିନେଟ୍ ମିଶନ କହିଲେ ବୁଝ ? ଏହାର ମୁଖ୍ୟ କାରଣ  ' ଥିଲା ? ଭାରତରେ ଏହା କେବେ ପହଞ୍ଚିଲା?

() ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସଂପର୍କରେ ବର୍ଣ୍ଣନା କର ?

() ଅସହଯୋଗ ଆନ୍ଦୋଳନରେ ଗୋପବନ୍ଧୁ ଦାସଙ୍କ ଭୂମିକା ବର୍ଣ୍ଣନା କର ?

() ଭାରତ ସ୍ୱାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥାଗୁଡ଼ିକୁ କଣ ଥିଲା ?

               2/3 marks

() ସୁବାଷ ଚନ୍ଦ୍ର ବୋଷ କାହିଁକି କଂଗ୍ରେସ ତ୍ୟାଗ କରିଥିଲେ ? ସେ କେଉଁ ରାଜନୈତିକ ଦଳ ଗଠନ କରିଥିଲେ ?

() ସତ୍ୟବାଦୀ ବନବିଦ୍ୟାଳୟ କିଏ, କେବେ ଏବଂ କାହିଁକି ପ୍ରତିଷ୍ଠା କରିଥିଲେ ?

() ସାଧୀନତା ପରେ ଭାରତରେ ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ? ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କେବେ କେଉଁଠାରେ ସାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ ?

2. ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

                4 marks

() ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ରିସେଲ୍ ସର୍କୁଲାର କିପରି ସହାୟକ ହୋଇଥିଲା ?

() ଉନବିଂଶ ଶତାବ୍ଦୀରେ ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷାର ବିକାଶ କିପରି ସମ୍ଭବ ହୋଇଥିଲା ?

() ଫିଲିପ୍ ଡଟ୍ କମିଟି କେବେ, କାହିଁକି କିପରି ଗଠିତ ହୋଇଥିଲା ?

                  2/3 marks

() କେଉଁଠାରେ ଏବଂ କାହା ପ୍ରେରଣାରେ ଗଞ୍ଜାମ ଜାତୀୟ ସମିତି ଗଠିତ ହୋଇଥିଲା ? ଏହି ସଭାରେ କିଏ ଅଧ୍ୟକ୍ଷତା

କରିଥିଲେ ?

() କେବେ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କଣ ଥିଲା ?

()  କେଉଁ ସ୍ଥାନରୁଭତ୍କଳ ଦୀପିକା' ପ୍ରକାଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ? ଏହାର ପ୍ରତିଷ୍ଠାତା କିଏ ଥିଲେ ?

 3. ୨୦୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସ୍ବାଧୀନତା ପରବର୍ତ୍ତୀ ଭାରତ

                     4 marks

(କ) ପ୍ରଜାମଣ୍ଡଳ ଆନ୍ଦୋଳନରେ କି କି ମୁଖ୍ୟ ଦାବି ଥିଲା ?

(ଖ) ନୀଳଗିରିରୁ କିପରି ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?

(ଗ) ସ୍ଵାଧୀନତା ବେଳକୁ ଭାରତର ଅର୍ଥନୀତ କଣ ଥିଲା ଓ ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ପାଇଁ କି କି

ସୁବିଧା ଉପଲବ୍ଧ ଥିଲା ?

(ଘ) ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତ ସରକାର ୧୯୬୯ ରୁ ୨୦୦୦ ମସିହା ପର୍ଯ୍ୟନ୍ତ କି ପଦକ୍ଷେପ ନେଇଥିଲେ ?

                      2/3 marks

(କ) ଭାରତ କେବେ ଏବଂ କେଉଁଠାରେ ତାର ପ୍ରଥମ ପରମାଣୁ ବୋମା ବିସ୍ତୋରଣ କରିଥିଲା ?

(ଖ) କେବେ ଓ କାହିଁକି ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ?

(ଗ) ତୃତୀୟ ପଞ୍ଚବାର୍ଷିକ ଯୋଜନା କାହିଁକି ବାଧାପ୍ରାପ୍ତ ହୋଇଥିଲା ?

4. ସ୍ଵାଧୀନତୋତ୍ତର ଓଡ଼ିଶାର ବିକାଶ

                      4 marks

(କ) ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ କ'ଣ ସବୁ ନୂତନ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ସଂକ୍ଷେପରେ ବର୍ଣ୍ଣନାକର ।

(ଖ) ଓଡ଼ିଶାରେ ରେଳପଥର ବିକାଶ ସଂପର୍କରେ ଟିପ୍ପଣୀ ଲେଖ  

(ଗ) ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବା ପାଇଁ କି କି ପଦକ୍ଷେପମାନ ନିଆଯାଇଛି ସଂକ୍ଷେପରେ ବର୍ଣ୍ଣନା କର ?

(ଘ) ସ୍ଵାଧୀନତା ପ୍ରାପ୍ତି ବେଳକୁ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ କି କି ପ୍ରତିବନ୍ଧକ ରହିଥିଲା, ସଂକ୍ଷେପରେ ବର୍ଣ୍ଣନା କର ।

                     2/3 marks

(କ) କେଉଁ ବ୍ୟବସ୍ଥାରୁ ଓଡ଼ିଶାରେ ଗୋତିପ୍ରଥା ଜାତ ହେଲା ଓ ଏହା କେବେଠାରୁ ଆଇନତଃ ନିଷିଦ୍ଧ ହୋଇଗଲା ?

(ଖ) ସମବାୟ ସଂସ୍ଥା କ? ଏହା କେବେ ଓ କାହିଁକି ଗଠନ କରାଯାଇଥିଲା ?

() ଭିତ୍ତିଭୂମି କହିଲେ କଣ ବୁଝ ? ଏହା କିପରି ସାମାଜିକ ଓ ଆର୍ଥନୀତିକ ସମୃଦ୍ଧି ଘଟାଇ ଥାଏ ?

           ରାଜନୀତି ବିଜ୍ଞାନ

1. ଭାରତରେ ଗଣତନ୍ତ୍ର

                     4 marks

(କ) ଆମ ଦେଶରେ ପ୍ରଚଳିତ ନିର୍ବାଚନ ପ୍ରକ୍ରିୟାର ଚାରିଗୋଟି ବୈଶିଷ୍ଟ୍ୟ ଉଲ୍ଲେଖ କର ।

(ଖ) ମତଦାନ ବ୍ୟବସ୍ଥାକୁ ସୁଗମ ଓ ତୁଟିଶୂନ୍ୟ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ଵାରା କେଉଁ କେଉଁ ବ୍ୟବସ୍ଥା କରାଯାଇଥାଏ?

(ଗ) ପ୍ରତ୍ୟକ୍ଷ ନିର୍ବାଚନ ପଦ୍ଧତି କ'? ଏହା ପରୋକ୍ଷ ନିର୍ବାଚନଠାରୁ କିପରି ଭିନ୍ନ ?

                    2/3 marks

(କ) ନିର୍ବାଚନ ଆୟୋଗର ଗଠନ, କାର୍ଯ୍ୟକାଳ ଓ ବହିଷ୍କାର ସଂପର୍କରେ ଏକ ବିବରଣୀ ପ୍ରଦାନ କର ।

(ଖ) ନିର୍ବାଚନ ଇସ୍ତାହାରି କ'? ଏହା କାହିଁକି ପ୍ରକାଶ କରାଯାଇଥାଏ ?

(ଗ) ଗୋପନୀୟ ମତଦାନ ବ୍ୟବସ୍ଥା କହିଲେ କଣ ବୁଝ ?

2. ସଡ଼କ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

                     4 marks

(କ) ସଡ଼କ ପରିବହନ ବ୍ୟବସ୍ଥା କହିଲେ କ'ଣ ବୁଝି ?

(ଖ) ମୋଟର ଯାନ (ସଂଶୋଧିତ) ଆକ୍ଟ, ୨୦୧୯ ସମ୍ବନ୍ଧରେ ଆଲୋଚନା କର ।

(ଗ) ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୁହ କ?

                    2/3 marks

(କ) ଆମ ରାଜ୍ୟରେ ସଡ଼କ ଦୁର୍ଘଟଣାର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି କାହିଁକି ?

( ଖ) ଦୁର୍ଘଟଣାରେ  ଗୋଲଡେନ୍ ଆୱାର କଣ ଓ କେତେ ଗୁରୁତ୍ଵପୂର୍ଣ୍ଣ ?

(ଗ) ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ, ଡିଜେଲ୍ ଭଳି ଇନ୍ଧନ ସଂରକ୍ଷଣର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି କାହିଁକି ଓ ଇନ୍ଧନ ସଂରକ୍ଷଣ ଉପାୟଗୁଡ଼ିକ କ'?

3. ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

                      4 marks

() ଶିକ୍ଷା କ୍ଷେତ୍ରରେ ଭୁଟାକୁ ଭାରତ କି ପ୍ରକାର ସହାୟତା ପ୍ରଦାନ କରିଛି ?

(ଖ) ତିବ୍ଦତ'କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ କି ସମସ୍ୟା ଦେଖାଦେଇଥିଲା ?

(ଗ) ଭାରତ ଓ ଚୀନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କେଉଁ କେଉଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ?

                     2/3 marks

(କ) ୨୦୦୧ ମସିହାରେ ଭାରତ ବଙ୍ଗଳାଦେଶ ମଧ୍ୟରେ କାହିଁକି ଉତ୍ତେଜନା ସୃଷ୍ଟି ହୋଇଥିଲା ?

(ଖ) କିଏ ଶ୍ରୀଲଙ୍କାକୁ ଭାରତୀୟ ଶାରିରକ୍ଷା ସାମରିକ ବାହିନୀ ପଠାଇ ଥିଲେ ଓ ଏହା କିପରି ଭାରତପାଇଁ ମହଙ୍ଗା ପଡ଼ିଲା ?

(ଗ) କାଶ୍ମୀରରେ ନିଜର ସ୍ଥିତି ଜାହିର କରିବା ପାଇଁ ପାକିସ୍ତାନ କି ପଦକ୍ଷେପ ନେଇଥିଲା ?

Post a Comment

0 Comments