SOCIAL SCIENCE (GEOGRAPHY )
ଭୂଗୋଳ
SUBJECTIVE-(PART-2)
1. ସମ୍ବଳ
4 MARKS
(କ) ଭାରତରେ ଦୃଷ୍ଟିଗୋଚର ହେଉଥିବା ଭୂ-ସମ୍ବଳର ପ୍ରକାରଭେଦ ଉପରେ ବ୍ୟାଖ୍ୟା କର ।
(ଖ) କେଉଁ ପାଞ୍ଚଗୋଟି ପ୍ରକ୍ରିୟା ଉପରେ ସମ୍ବଳ ଯୋଜନା ନିର୍ଭର କରିଥାଏ ? ସେଗୁଡ଼ିକୁ ସଂକ୍ଷେପରେ ବର୍ଣ୍ଣନା କର ।
(ଗ) କୃଷ୍ଣ ମୂର୍ତ୍ତିକାର ଗଠନ ଓ ବିଶେଷତ୍ୱ ସଂପର୍କରେ ଲେଖ ।
(ଘ) ମୃତିକା ସଂରକ୍ଷଣ ନିମନ୍ତେ ଗ୍ରହଣ କରାଯାଇଥିବା ବୃହତ୍
ପଦକ୍ଷେପଗୁଡ଼ିକ କ'ଣ କ'ଣ ?
2/3 MARKS
(କ) ଗଠନ ଦୃଷ୍ଟିରୁ ମୂର୍ତ୍ତିକାର ପ୍ରକାରଭେଦ ବର୍ଣ୍ଣନା କର ।
(ଖ) ମୂର୍ତ୍ତିକା ଗଠନ ଏକ ଧୀର ପ୍ରକ୍ରିୟା – ବୁଝାଅ ।
(ଗ) ପତିତ ଭୂମି କିପରି ନିର୍ଦ୍ଧାରଣ କରାଯାଇଥାଏ ?
2. ଖଣିଜ ସମ୍ବଳ
4 MARKS
(କ) ଖଣିଜ ପଦାର୍ଥ କିପରି ସୃଷ୍ଟି ହୋଇଥାଏ ଆଲୋଚନା କର ।
(ଖ) ଭାରତରେ ବକ୍ସାଇଟ୍ର ବ୍ୟବହାର ଓ ଏହାର ସ୍ଥାନିକ ବିତରଣ ବିଷୟରେ ଲେଖ ।
(ଗ) ଖଣିଜ ପଦାର୍ଥ ଆମ ଜୀବନଚର୍ଯ୍ୟାରେ ଏକ ଅପରିହାର୍ଯ୍ୟ ଅଂଶ ।
ସତ୍ୟତା ପ୍ରତିପାଦନ କର ।
(ଘ) ଖଣି ବିପତି ସଂପର୍କରେ ଆଲୋଚନା କର ।
2/3 MARKS
(କ) ପାର୍ଥକ୍ୟ ଦର୍ଶାଅ ।
ଲୌହ ମିଶ୍ରିତ ଖଣିଜ : ଲୌହବିହୀନ ଖଣିଜ
(ଖ) ଖଣିଜ ପଦାର୍ଥଗୁଡ଼ିକର
ସଂରକ୍ଷଣ କାହିଁକି ଆବଶ୍ୟକ ?
(ଗ) ଚୁନପଥର କେଉଁ ଶିଳାରେ
ମିଳିଥାଏ ? ଏହାର ଦୁଇଟି ବ୍ୟବହାର ଲେଖ ।
3. ଶକ୍ତି ସମ୍ବଳ
4 MARKS
(କ) ପାରମ୍ପରିକ ଓ ଅଣପାରମ୍ପରିକ ଶୃକ୍ତି ବିଷୟରେ ସଂକ୍ଷେପରେ ଲେଖ ।
(ଖ) ଭାରତରେ ଆଳିକ ଶକ୍ତିର
ଉତ୍ପାଦନ ବିଷୟରେ ଏକ ନିବରଣୀ ଦିଅ ।
(ଗ) ଭାରତରେ ଜୁଆର ଶକ୍ତି
ଉତ୍ପାଦନ ବିଷୟରେ ସଂକ୍ଷେପରେ ଲେଖ ।
2/3 MARKS
(କ) ପାର୍ଥକ୍ୟ ଦର୍ଶାଅ ।
ବିଟୁମିନସ୍ ଓ ଭିଗୁନଇଟ୍
(ଖ) କାରଣ ଦର୍ଶାଅ
କୋଇଲାକୁ କୃଷହୀରକ କୁହାଯାଏ ।
(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖ
।
ଜୈବ ବାଷ୍ପ ।
4. କୃଷି
4 MARKS
(କ) ଭାରତରେ ହେଉଥିବା ରୋପଣ କୃଷିର ବିଶେଷତ୍ଵ ଓ ବଣ୍ଟନ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
(ଖ) ଧାନ ଚାଷ ପାଇଁ କେଉଁ ସମସ୍ତ
ଭୌଗୋଳିକ ଅବସ୍ଥା ଆବଶ୍ୟକ ?
(ଗ) ଖାଦ୍ୟ ସୁରକ୍ଷା କ'ଣ ? ଏହାର ଆବଶ୍ୟତା କାହିଁଳି ରହିଛି ?
2/3 MARKS
(କ) ପାର୍ଥକ୍ୟ ଦର୍ଶାଅ ।
ପ୍ରୟୋଜନଭିତ୍ତିକ
କୃଷି ଓ ସ୍ଥାନାନ୍ତରିତ କୃଷି
(ଖ) କାରଣ ଦର୍ଶାଅ ।
ଡେକାନ ମାଳଭୂମିରେ
ଅଧୁକ କପା ଚାଷ କରାଯାଏ ।
(ଗ) ସଂକ୍ଷିପ୍ତ ଟିପଣୀ ଲେଖ ।
ସବୁଜ ବିପ୍ଲବ ।
5. ପରିବହନ, ଯୋଗାଯୋଗ ଏବଂ ବାଣିଜ୍ୟ
4 MARKS
(କ) ଭାରତୀୟ ରେଳପଥ ସମ୍ବନ୍ଧରେ
ବର୍ଣ୍ଣନା କର ।
(ଖ) ସୀମାର ସଡ଼କ ସଂସ୍ଥା
ସଂପର୍କରେ ବର୍ଣ୍ଣନା କର ।
(ଗ) ପରିବହନ ଦ୍ଵାରା ଆମର କି
କି ଉପକାର ହେଉଛି ବର୍ଣ୍ଣନା କର ।
2/3 MARKS
(କ) ପାର୍ଥକ୍ୟ ଦର୍ଶାଅ ।
ଅନ୍ତ ବାଣିଜ୍ୟ ଓ ବହି ବାଣିଜ୍ୟ ।
(ଖ) କାରଣ ଦର୍ଶାଅ ।
ସଡ଼କ ପଥ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ।
(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖା
।
ଗ୍ରାଣ୍ଡଟ୍ରଙ୍କ ରୋଡ଼ ।
ଅର୍ଥନୀତି
1. ଆର୍ଥନୀତିକ ବିକାଶ
4 MARKS
(କ) ଆର୍ଥନୀତିକ ବିକାଶ କହିଲେ କ'ଣ ବୁଝାଏ ଓ ଏହା କିପରି ନିରୂପଣ କରାଯାଏ ?
(ଖ) ୨୦୦୧-୦୨ ମସିହାରେ ଭାରତର
ନୂତନ ଆମଦାନୀ ଓ ରପ୍ତାନୀ ନୀତି ବର୍ଣ୍ଣନା କର ?
(ଗ) ବିଶ୍ୱ ଦାଣିଜ୍ୟ ସଙ୍ଗଠନର
ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ଲେଖ ।
2/3 MARKS
(କ) ପାର୍ଥକ୍ୟ ଦର୍ଶାଅ ।
ଜଗତୀକରଣ ଓ ଘରୋଇକରଣ ।
(ଖ) ସଂକ୍ଷେପରେ କର ଦିଅ ।
ସରକାରୀ ମାଲିକାନା
।
(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖା
।
ମିଶ୍ର ଅର୍ଥନୀତି


0 Comments