advertise

Advertisement

Monetize your website traffic with yX Media

3RD PRACTICE TEST FOR CLASS X FIRST LANGUAGE ODIA(FLO) SUBJECTIVE(PART-||) ANSWER


 



Ans:- ପ୍ରତ୍ୟେକ ଦେଶର ନିଜସ୍ୱ ପ୍ରକୃତି ରହିଛି ଯେମିତି ପରମ୍ପରା ,ଐତିହ ଏବଂ ଜଳବାୟୁ ତେଣୁ ଏକ  ଶିଳ୍ପୋନ୍ନତି ରାଷ୍ଟ୍ରକୁ ଆଦର୍ଶ ରୂପେ ଗ୍ରହଣ କରି ତାହାର ଅନୁସୃତ  ପନ୍ଥାକୁ ଗ୍ରହଣ କଲେ ଗୋଟିଏ ଦେଶର ବିକାଶ ଘଟିପାରିବ ନାହିଁ |

Ans:- ମନୁଷ୍ୟ ଯଦି କୌଣସି ଲକ୍ଷ ନଥାଇ ଏବଂ ମାନବିକତା ବୋଧକୁ ଜଳାଞ୍ଜଳି ଦେଇ ବୈଜ୍ଞାନିକ ଗବେଷଣା ପ୍ରସ୍ତୁତ ତଥିରାଜିର ଓପଯୋଗ ଘଟାଇ ଦେଶକୁ ଶିଳ୍ପୋନ୍ନତି ପାଇଁ ବେପରବାୟ ଭାବେ କର୍ମ କ୍ଷେତ୍ରରେ ଥିବା ତେବେ ମନୁଷ୍ୟ ବିଜ୍ଞାନର କ୍ରୀତଦାସ ହେବ |


Ans:- ଯଦି ସମାଜରେ ବୈଜ୍ଞାନିକ ଗବେଷଣା ପ୍ରସ୍ତୁତ ତଥ୍ୟର ଉପଯୋଗ ଉପରେ ନିୟନ୍ତ୍ରଣ କରି ନିଦ୍ଧିଷ୍ଟ ଲକ୍ଷ୍ୟସ୍ଥଳରେ  ହେବାକୁ କର୍ମତତ୍ପର ହୁଏ ତାହାଲେ ଦେଶର ଏକ ସୁସ୍ତ ସମାଜ ଗଠନ ହୋଇପାରିବ  |


Ans:- ଦେଶର ଜନନାୟକମାନେ ଦେଶର ସର୍ବାଙ୍ଗୀନ ପ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ କ୍ରିୟାଶୀଳ ହେବାକୁ ପରାମର୍ଶ ଦିଅନ୍ତି |


Ans:- ଗୋଟିଏ ଦେଶର ଜନସାଧାରଣ ଏକ ନିର୍ଦ୍ଧିଷ୍ଟ ଲକ୍ଷ ପୁରଣ କରିବାପାଇଁ ଯତ୍ନଶୀଳ ହୁଅନ୍ତି ତାହାଲେ ସେମାନଙ୍କର ଲକ୍ଷ ଫଳପ୍ରଦ ହେବ | 

Post a Comment

0 Comments