advertise

Advertisement

Monetize your website traffic with yX Media

ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦଶମ ଶ୍ରେଣୀ CBSE ରେଜଲ୍ସ !

ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦଶମ ଶ୍ରେଣୀ CBSE ରେଜଲ୍ସ !

                  ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ରେଜ। CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କଲା CBSEସବୁ ସ୍କୁଲରେ ୮ ଜଣିଆ ରେଜଲ୍ସ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଗଠନ ହେବ କମିଟି । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର, ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ ବୋଲି ଜଣାପଡ଼ିଛି। ଏହାସହ ଜୁନ୍ ୫ ସୁଦ୍ଧା CBSE କୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବା ସହ ଜୁନ୍ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ପରୀକ୍ଷା ଫଳ ବୋଲି ସୂଚନା ମିଳିଛି । ତେବେ ଚଳିତ ଥର କରୋନା ଲାଗି ଦଶମ ପରୀକ୍ଷାକୁ ବାତିଲ କରିଥିଲା ସିବିଏସଇ ।

CBSE Class X result by June 20; criteria for marks distribution released

  According to the release issued by the CBSE, the students will be assessed out of maximum 100 marks for each subject. The internal Assessment for 20 marks will be as per the existing policy while the CBSE came up with an innovative idea for distribution of remaining 80 marks in each subject.

     Due to the cancellation of the Board examinations, the assessment of 80 marks will be done by the school based on the marks scored by the candidate in the different tests/exams conducted by the school during the year, and the marks should be in consonance with the past performance of the school in X Class X Board examinations. The CBSE will consider the following exams for awarding the marks to candidate.

     In case schools have conducted more than one test/exam within each category, the result committee may fix the weightage to be given to each test/exam within the category subject to the overall maximum marks for that category.

Post a Comment

0 Comments