IMPORTANT QUESTIONS FOR 10TH BOARD EXAM
FIRST LANGUAGE ODIA(FLO)
SUBJECTIVE(PART-2)
ପଦ୍ୟ ବିଭାଗ
1. ପଠିତ କବିତା ଅନୁସରଣରେ ରାବଣର କୂଟନୀତି ସଂପର୍କରେ ଆଲୋଚନା କର ।
2. ‘ମଙ୍ଗଳେ ଅଇଲା ଉଷା' କବିତାରୁ କବିଙ୍କ ପ୍ରକୃତି ଚିତ୍ରଣର ବିଶେଷତ୍ଵ ଦର୍ଶାଅ ।
3. ମାଟିକୁ ସର୍ବସହା ମାଆ କହିବାର ଯଥାର୍ଥତା ପ୍ରତିପାଦନ କର ।
4. ଆଶ୍ରମରେ ସତୀ ସତାଙ୍କୁ ଉଷା କିପରି ସ୍ଵାଗତ ଜଣାଇଛନ୍ତି - ଆଲୋଚନା କର ।
5. ପଠିତ କବିତା ଅବଲମ୍ବନରେ ଚିଲିକାର ସାୟନ୍ତନ ଦୃଶ୍ୟ ବର୍ଣନା କର ।
ସରଳାର୍ଥ
1. “ବାଜିଥଲେ ଚୂର୍ଣ୍ଣ ବା ପାତାଳେ ଭଳିଥିବ
ବିନ୍ଧ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ ।"
2. ଭବେ ପାପାମୃର୍ତ୍ତି ପରି ଅଟଇ ସେ ସେ ,
ସ୍ପର୍ଶେ ମାରାତ୍ମକ , ରୂପେ ରମ୍ୟ ଦିଶେ ।
3. ଶୁଭ୍ର ସଉରଭ ରସିକେ
ଶୁଭ-ସମ୍ପାଦିନୀ ହୁଅ ରଘୁବଁସିକେ ।
4. ତୋର ମୁକତିରେ ମୋର ମୁକତି ମା’
ତୋର ହସେ ମୋର ହସ
ତୋହରି ଅନ୍ତର ଆଦେଶେ ଚଳେ ମୁଁ
ଘୋଷି ତୋର ମହାଯଶ ।
ଗଦ୍ୟ ବିଭାଗ
1. ପଠିତ ପ୍ରବନ୍ଧ ଅବଲମ୍ବନରେ ପଲ୍ଲୀର ଜୀବନଧାରାରେ ଲେଖକ ଦେଖିଥିବା ପରିବର୍ତ୍ତନ ସଂପର୍କରେ ଆଲୋଚନା କର ।
2. ଗ୍ରାମର ଶିକ୍ଷିତ ଲୋକମାନଙ୍କ ସମ୍ପର୍କରେ କହିବାକୁ ଯାଇ ଲେଖକ କୃଷ୍ଣଙ୍କ ବିଷୟ ଅବତାରଣା କରିବାର କାରଣ କ'ଣ ?
3. ପଲ୍ଲୀକୋଳକୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଳି କହିଛନ୍ତି ?
4. ଯେଉଁସବୁ ଘଟଣାବଳୀ ଯୋଗୁଁ ବିବେକାନନ୍ଦ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ ହୋଇଥିଲେ ତାହା ବର୍ଣ୍ଣନା କର ।
5. ବିବେକାନନ୍ଦଙ୍କର ଭାରତ ପରିଭ୍ରମଣର ଉଦ୍ଦେଶ୍ୟ ଓ ପରିଣତି ସଂପର୍କରେ ଆଲୋଚନା କର ।
ସରଳାର୍ଥ
1. ଏମାନେ ପୁଷ୍ପିତ ପଳାସ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳ ପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତକେତନ ।
2. “ଏହା ମଧ୍ୟ ତାଙ୍କର କୃତକର୍ମର ପରିଣାମ ।"
3. “ଚିଲ, ଶାଗୁଣା ଖୁବ୍ ଉଚ୍ଚରେ ଉଡନ୍ତି, କିନ୍ତୁ ସେମାନଙ୍କର ଦୃଷ୍ଟିଥାଏ ତଳେ ଗୋରୁ ମଢ଼ ଉପରେ ।"
4. "ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ ।
ପ୍ରବନ୍ଧ
1. ନାରୀ ସଶକ୍ତୀକରଣ
2. ସମ୍ବାଦ ପତ୍ର
3. କୋଭିଡ-19
4. ପରିବେଶ ସ୍ୱଛତା
5. ଓଡ଼ିଶାର ଅରଣ୍ୟ ସମ୍ପଦ
ପତ୍ରଲିଖନ
1. ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ସ୍ୱାସ୍ଥ୍ୟରକ୍ଷାର ନିୟମ ସମ୍ବନ୍ଧରେ ସୂଚନା ଦେଇ ସାନଭାଇ ନିକଟକୁ ପତ୍ର ଲେଖ ।
2. ପରୀକ୍ଷାପରେ ତୁମ ଘରକୁ ବୁଲିଆସିବା ପାଇଁ ନିମନ୍ତ୍ରଣ ଜଣାଇ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ ।
ଦରଖାସ୍ତ
1. ତୁମ ଅଂଚଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଲେଖ ।
2. ମରୁଡିଗ୍ରସ୍ତ ତୁମ ଅଞ୍ଚଳର ଚାଷୀମାନଙ୍କ ସହାୟତା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିକଟକୁ ଦରଖାସ୍ତ ଲେଖ ।
0 Comments